Stay up-to-date with
our Newsletter

* required

*

*

*








*



Email Marketing by VerticalResponse

 FaceBook-256x256linkedin-in-buttonTwitter_buttontube3

 
donate
 


 

ଆପଣଙ୍କ ଭାଷାରେ ସୂଚନା ପରିଗ୍ରହଣ ଏକ ମୌଳିକ ଅଧିକାର!

ରୋଏଷ୍ଟା ଫାଉଣ୍ଡେସନ ଭାଷାନ୍ତରଣ ଓ ଅନୁବାଦ ସଂଘର ଲାଭଶୂନ୍ୟ କ୍ରିୟାକୁ ସମର୍ଥନ କରୁଛି. ଏହା ଯେଉଁମାନେ ଭାଷାନ୍ତରଣ ଓ ଅନୁବାଦ କମ୍ପାନୀ, ଟେକ୍ନୋଲୋଜି ବିକାଶକ, ଲାଭରହିତ ତଥା ବେଶରକାରୀ ସଂସ୍ତା ସହିତ ଯେକୌଣସି ଭାଷା, ସ୍ୱାଧୀନ ଅର୍ଥନୈତିକ ତଥା ବଜାର ବ୍ୟବସ୍ଥା ସୂଚନା ପରିଗ୍ରହଣ କରିବାକୁ ରୂଚି ରଖୁଛନ୍ତି , ସେହିମାନଙ୍କ ସହିତ ଆନ୍ତର୍ଜାତିକ ସ୍ତରରେ କାମ କରୁଛି.

 

ରୋଏଷ୍ଟା ଫାଉଣ୍ଡେସନର ଲକ୍ଷ ହେଉଛି:

 

  • ଦାରିଦ୍ର ଦୂରୀକରଣ, ସ୍ୱାସ୍ଥୟବ୍ୟବସ୍ଥା ସମର୍ଥନ, ସିକ୍ଷାର ବିକାଶ ତଥା ବିଶ୍ୱ ସ୍ତରରେ ସୂଚନା ଓ ଜ୍ଞାନର ପରିପ୍ରସାର
  • ଭାଷାଗତ ବୈଷମ୍ୟତା ଦୂରିକରଣ ମାଧ୍ୟମରେ ସୂଚନା ଓ ଜ୍ଞାନର ପରିପ୍ରସାର
  • ଉଭୟ ଆନ୍ତର୍ଜାତୀୟ ତଥା ଆଞ୍ଚଳିକ ସ୍ତରରେ ଭାଷାନ୍ତରଣ ଓ ଅନୁବାଦ ପାଇଁ ଭିତ୍ତିଭୂମି ପ୍ରଦାନ କରି ଭାଷାଗତ ବୈଷମ୍ୟତା ଦୂରିକରଣ
  • ଏକ ବୃହତ୍ତ ସମତା ରକ୍ଷା ଉଦ୍ଦେଶ୍ୟରେ ରୋଜଗାର ଓ ଧନାଢ୍ୟତା ସୃଷ୍ଟି କରିବାକୁ ସେହି ଭିତ୍ତିଭୂମିର ବ୍ୟବହାର
  • ନିଶ୍ଚିତ ହୁଅନ୍ତୁ ଯେ ଏହି ଉଦ୍ୟମ ଧାରାବାହିକ, ବିଶ୍ୱସ୍ତରୀୟ ତଥା ସାମାଜିକ ଉଦ୍ୟୋଗର ନୀତି ଉପରେ ଆଦାରିତ.

لغة أخرى ؟ اختر لغتك : العربية (Arabic)

Ձեր լեզուն չէ ? Ընտրեցէք ձեր լեզուն: Հայերեն լեզու (Armenian)

No és el vostre idioma? Seleccioneu el vostre idioma: Catalá

Nicht deine Sprache? Wähle deine Sprache aus: Deutsch

Δεν είναι στη γλώσσα σας; Επιλέξτε τη γλώσσα σας: Ελληνικά (Greek)

Not your language? Choose your language: English

¿No es tu idioma? Elije tu idioma: Español

Ce n’est pas votre langue ? Veuillez choisir votre langue: Français

Ovo nije vaš jezik? Odaberite svoj jezik: Hrvatska

Non è la tua lingua? Scegli la tua lingua: Italiano

Ne tavo kalba? Pasirink kalbą: Lietuvių kalba

Niet uw taal? Kies uw taal: Nederlands

あなたの言語ではないか? あなたの言語を選択する:日 本語 (Japanese)

ଆପଣଙ୍କ ଭାଷାରେ ନୁହେଁ? ଆପଣଙ୍କ ଭାଷା ଚୟନ କରନ୍ତୁ: ଓଡ଼ିଆ (Oriya)

Nie Państwa język? Proszę wybrać język: Polski

Não é a sua língua? Escolha a sua língua: Português

Nu este în limba ta? Alegeţi limba: Româneşte

Не на Вашем родном языке? Выберите свой язык: Русский

Är det här inte ditt språk? Välj språk: Svenska

Không phải ngôn ngữ của bạn? Hãy chọn ngôn ngữ tương ứng: Tiếng Việt

Sizin diliniz hangisi? Dilinizi seçiniz: Türkçe

不是您的语言?请选 择您的语言:中 文 (Chinese)